『maa mangala stuti odia』のカバーアート

maa mangala stuti odia

maa mangala stuti odia

無料で聴く

ポッドキャストの詳細を見る

今ならプレミアムプランが3カ月 月額99円

2026年5月12日まで。4か月目以降は月額1,500円で自動更新します。

概要

ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ ତୋତେ ସୁମରିଲେ ମାଗୋ ଦୂରିତ ଯାଏ ଖଣ୍ଡି ॥ ଆତଙ୍କ କାଳରେ ସୁମରନ୍ତି ଯେଉଁ ଜନ ମହାଘୋର ସଙ୍କଟୁ ତୁ ଫିଟାଉବହନ ଅଦୃଶ୍ୟକୁ ଦୃଶ୍ୟ ହୁଏ ତୋ ନାମ ଧଇଲେ ବିପତି ନଥାଏ ମାଗୋ ତୋତେ ଆଶ୍ରାକଲେ ତୋହର ଯେ ନାମମାନ ଯେହୁ ସୁମରଇ କିଛି ହିଁ ସଙ୍କଟ ମାଗୋ ବିପତୀ ନଥାଇ


maa mangala stuti #odia


YouTube by: BhaktiAnandaOdiaTV official


voice: Asha swain

adbl_web_anon_alc_button_suppression_c
まだレビューはありません