Mun Alaka Ashram Kahuchhi (ମୁଁ ଅଳାକା ଆଶ୍ରମ କହୁଛି) | Written by Debendra Nath Rout and Presented by Padmabati Dwibedi
カートのアイテムが多すぎます
カートに追加できませんでした。
ウィッシュリストに追加できませんでした。
ほしい物リストの削除に失敗しました。
ポッドキャストのフォローに失敗しました
ポッドキャストのフォロー解除に失敗しました
-
ナレーター:
-
著者:
概要
ନମସ୍କାର,
ବର୍ତ୍ତମାନରେ ତା'ର ସ୍ଥିତି ନାହିଁ ସତ କିନ୍ତୁ ବିସ୍ତୃତି ରହିଛି ଇତିହାସର ପୃଷ୍ଠାରେ । ଶହେ ବର୍ଷରେ ପଦାର୍ପଣ କରିଥିବା ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ ଅଳକା ଆଶ୍ରମ କହୁଛି ତାହାର ଅନ୍ତରର କଥା। ଆସନ୍ତୁ, ଦୁଇ ମିନିଟ୍ ସମୟ ଦେଇ ଏହି ପବିତ୍ର ପୀଠର କଥା ଶୁଣିବା ।
Alaka Ashram is referred to as the Shabarmati of Odisha, continued to be the State's bastion of independence. Activities of Alaka Ashram also attracted the nation's attention during Bhoodan Moment.
Here is a small podcast by Debendra Nath Rout and Padmavati Dwibedi on completing the 100th year of the Alaka Ashram.
ଶୀର୍ଷକ: ମୁଁ ଅଳାକା ଆଶ୍ରମ କହୁଛି (Mun Alaka Ashram Kahuchhi)
ରଚନା: ଦେବେନଦ୍ର ନାଥ ରାଉତ (Debendra Nath Rout)
ଉପସ୍ଥାପନା: ପଦ୍ମାବତୀ ଦ୍ୱିବେଦୀ (Padmabati Dwibedi)
This podcast is edited by Sangram Keshari Senapati from Shubhapallaba team (ShubhaVani).
For more audio stories, visit radio.shubhapallaba.in