ଦଣ୍ଡ ନାଟ: ଏକ ଅନନ୍ୟ ପରମ୍ପରା
カートのアイテムが多すぎます
ご購入は五十タイトルがカートに入っている場合のみです。
カートに追加できませんでした。
しばらく経ってから再度お試しください。
ウィッシュリストに追加できませんでした。
しばらく経ってから再度お試しください。
ほしい物リストの削除に失敗しました。
しばらく経ってから再度お試しください。
ポッドキャストのフォローに失敗しました
ポッドキャストのフォロー解除に失敗しました
-
ナレーター:
-
著者:
ଦଣ୍ଡ ନାଟ, ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପାଳିତ ହେଉଥିବା ଏକ ଅନନ୍ୟ ପରମ୍ପରା, ଯେଉଁଠି ଭକ୍ତମାନେ ନିଜକୁ କଷ୍ଟ ଦେଇ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି ।
ସାମାଜିକ ସଂହତି, ଭାତୃତ୍ବ, ବନ୍ଧୁତା, ସାମ୍ୟତା ଇତ୍ୟାଦି ମହାନ ଲକ୍ଷ୍ୟକୁ ହାସଲ କରିବା ଉଦ୍ଦେଶ୍ୟରେ ଏହି ପର୍ବର ଆରମ୍ଭ ହୋଇଥାଇ ପାରେ ବୋଲି ମନେ ହୁଏ ।
ଆସନ୍ତୁ ଶୁଣିବା ଦଣ୍ଡ ନାଟ ବିଷୟରେ ।
adbl_web_anon_alc_button_suppression_t1
まだレビューはありません